Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

prafulla Kumar tripathy

Tragedy

2  

prafulla Kumar tripathy

Tragedy

ଶେଷ ଚିଠି

ଶେଷ ଚିଠି

1 min
3.1K


ମୁଁ ଫେରିଗଲା ପରେ

ଆମ ମିଳନ ଯାତ୍ରାରେ

କାହିଁ ତୁମେତ ଆସିଲନି ?

ରହିଗଲା ବୋଧେ କିଛି ଅବଶେଷ

ହେଲେ ମୁଁ ଆସିଥିଲି

ତୁମ ସବୁ ବାଧା ବନ୍ଧନକୁ ଆଡେଇ ା

ମୋ ଚଲା ବାଟରେ

ପଡିଥିଲା ତୁମ ବାଧା

ଏବେ ବି ମନେ ପଡେ

ସେଇ ଦୁର ପର୍ବତ ଛାାତିରେ

ମୋ ନା,ତୁମ ନା, ପାଖରେ

ହେଲେ ଏବେ ବି ସେ ନା,କୁ

ପାଇବାକୁ ମୁଁ ଏତେ ବ୍ୟସ୍ତ ା

ଛାଡିଦେଇ ମତେ ଏକା କରିଗଲ

ଫେରିଗଲ ତୁମେ ତୁମ ରାସ୍ତାରେ

ଯାହା କେବେ ଆଉ ମିଶିବାାନି

ମୋର ଶତ ଚେଷ୍ଟା ପରେ ବି

ମୁଁ ତୁମକୁ ପାଇବାକୁ ଛଟପଟ

ଶ୍ବାସ ରୁଦ୍ଧ ହୋଇ ମରେ ା

ରହିଲା ଦିନଠୁ ତୁମ ପରିଧି ମଧ୍ଯରେ

ଯେମିତି ଆକାଶ ମତେ ଚାହିଁ ରହିଛି

ଖାଲି ତଫାତ ପୂର୍ଣ୍ଣମିର ଜହ୍ନରେ

ମୁଁ ଏବେ ଅମବାସ୍ଯାର ଚଂଦ୍ରରେ

ସେଇ ପୂର୍ଣ୍ଣମିର ସନ୍ଧ୍ଯା ଆକାଶରେ

ଏବେବି ମୁଁ ଅପେକ୍ଷାରେ

ତୁମ ଶେଷ ଚିଠିର ଉତରରେ ା



Rate this content
Log in

Similar oriya poem from Tragedy