Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sudipta Kumar Panda

Tragedy

3  

Sudipta Kumar Panda

Tragedy

ଦାଦନ

ଦାଦନ

1 min
253



ଲାଳସା ଓ ଭୋକ ଅନନ୍ୟ ସୃଷ୍ଟିରେ

ଅଭିନ୍ନ ଅସଙ୍ଗତ ଅବା କାମନାରେ ନିର୍ଭରଶୀଳ

ସଦା ଭାବନାରେ ।


ଭୋକର ସଂଜ୍ଞା

ନିରୂପଣ

କାଠିକର ସତେ ଏହି ମାୟା

କଳିଯୁଗେ

ଅର୍ପଣ ନାମରେ ଭୋକର ଜ୍ୱଳନ ପ୍ରତିକ୍ଷଣେ ।


ଦେହର ଭୋକ ଅବା

ଖାଦ୍ୟର ଭୋକ ଏକ ଓ ଅଭିନ୍ନ

ପ୍ରେମର ଭୋକରେ ଯୁବକ ରାଇଜ ଯୁବତୀବି ହୀନିମାନ ।


ଭୋକ ନୁହେଁ ସେ ତ

ରାକ୍ଷସ ରୂପଟି ଦେହ ଭୋକ ଯେତେବେଳେ

ପ୍ରକୃତ ଭୋକ ଜଣାପଡ଼େ ନାହିଁ

କଳିଯୁଗ ମାୟା ଜାଲେ ।


ଦାଦନୀ ବୁଝଇ ଦୁଃଖ ମନର

ଭୋକର କାରଣ ଦାଦନର ମନ

ଦାଦନୀ ମାଆର କରୁଣ ଚିତ୍କାର

ଅବା ପରିବାର ଜଞ୍ଜାଳର।



Rate this content
Log in

Similar oriya poem from Tragedy