STORYMIRROR

Sudipta Kumar Panda

Classics

2  

Sudipta Kumar Panda

Classics

ଗୋମାତା

ଗୋମାତା

1 min
148

ତୁମେ ହିନ୍ଦୁଧର୍ମର ପୂଜନୀୟା

ତୁମେ ସକଳ ଶରୀରର ଶକ୍ତି ପ୍ରଦାନକାରୀ ଭାବେ

ଚିର ବନ୍ଦନୀୟା କଲ୍ୟାଣୀୟା

ତୁମ ସ୍ପର୍ଶରେ ସକାଳ ଆରମ୍ଭ

ତୁମେ ଧରିତ୍ରୀ ମାଆ ପରି ସହନୀୟା।


ତୁମେ ଅଛବୋଲି ସଂସାରର

ସବୁ ଦୁଃଖକୁ ଟାଳି ପାରୁଛ

ତୁମେ ତେତିଶ କୋଟି ଦେବତାଙ୍କର 

ଶକ୍ତିର ସମାହାର ଶକ୍ତିଦାତା 

ତଥାପି ତୁମ ମନରେ ଗର୍ବ ଅହଂକାର ତ୍ୟାଗକରି

ଜଗତରେ ତୁମେ ଗୋମାତା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics