ପ୍ରତିବର୍ଷ ଆସୁଥାଅ
ପ୍ରତିବର୍ଷ ଆସୁଥାଅ
ତୁମ ଆସିବା ଖବର ଶୁଣିମନ ଆଜି ଖୁସିରେ ଆତ୍ମହରା ସଂହାରିଣୀ ରୂପ ସାରା ପୃଥିବୀରେ ମହିଷା ମର୍ଦ୍ଦିନୀ ହେଲେ ବି ମନ ଚୋରା ।
ପାପର ବିନାଶ ପାଇଁ ଧରାଧାମେକଳଙ୍କର ବିଲୋପ ପାଇଁପାର୍ବଣର ୠତୁ ନେଇ ଆସିଛତଥାପି ତୁମକୁ ତିଳେ ହେଲେ ନ କରି ଭୟ କେତେ କେତେମନୀଷାର ଚରିତ୍ର ସଂହାର କରୁଛନ୍ତି ଅହରହ ।
ଉଲଗ୍ନ ଶରୀରେ ମହିଷା ମର୍ଦ୍ଦନ ପରିଶାସ୍ତି ଦିଅ ଅମଣିଷ ମର୍ଦ୍ଦନ କରି ଉପଯୁକ୍ତ ନ୍ୟାୟ ଦିଅଆଉ ଏ ବର୍ଷ ଭଳି ମା ତୁମେଦଶଭୁଜା ସଂହାରିଣୀ ରୂପ ଧରିପ୍ରତିବର୍ଷ ଆସୁଥାଅ।
