Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sudipta Kumar Panda

Tragedy

3  

Sudipta Kumar Panda

Tragedy

ଦୁଃଖ

ଦୁଃଖ

1 min
232



ଘର ଚଳାଇବାର ଖର୍ଚ୍ଚ ଅବା ଦୁଃଖକୁ କିଏ ବା ବୁଝିବ

ଅଥବା ଦୁଃଖର ଉର୍ଦ୍ଧ୍ଵରେ ଥିବା ଯାତନାକୁ

ଯେତେ ଯେତେ ବାଧା ଆସେ ଏ ଜୀବନ

ସବୁ ଜଣାଥାଏ ପ୍ରବାସୀକୁ।


ଅଧାଖାଇ ଇତସ୍ତତଃ ପିନ୍ଧି କାମ କରେ

ଦିନରାତି ପେଟପାଟଣାର ଆଶାରେ

ଘର ପରିବାର ସାଙ୍ଗ ସାଥି ଭୁଲି

ରହିଥାଏ ଗର୍ଭଣୀ ସ୍ତ୍ରୀର ଚିନ୍ତାରେ ।


କିଛି ଖର୍ଚ୍ଚ କରି କିଛି ସଞ୍ଚୟ ଆଶାରେ

ଦୁଃଖକୁ ସୁଖ ସମ ମଣେ ପ୍ରବାସରେ

କେତେବେଳେ ଭଙ୍ଗା ଘରକୁ ସଜାଡ଼ିବାର ସ୍ୱପ୍ନ ଦେଖି

ସଂସାର ଭଜୁଡ଼ିଯାଏ ମା',ବାପା ଅବା ଭୋକିଲା ସନ୍ତାନର ମୃତ୍ୟୁରେ ।






Rate this content
Log in

Similar oriya poem from Tragedy