Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sudipta Kumar Panda

Others

3  

Sudipta Kumar Panda

Others

ବିବାହ

ବିବାହ

1 min
285


ସମସ୍ତଙ୍କ ସନ୍ଦେହକୁ ଦୂରକରିବା ପାଇଁ 

ପୁରୁଷ ସ୍ତ୍ରୀର କାମନାକୁ ଦୂରୀଭୂତ ସକାଶେ

ସମାଜର ସାମାଜିକ ବନ୍ଧନରେ

ଆବଦ୍ଧ ହେବାର ସଂଜ୍ଞା ହିଁ ବିବାହ ।


ଅସୁରକ୍ଷିତ ଭୟଯୁକ୍ତ ସମ୍ପର୍କର ପୂର୍ଣ୍ଣଚ୍ଛେଦ

ବିବାହର ଅନ୍ୟ ସଂଜ୍ଞା

ପ୍ରେମର ପୂର୍ଣ୍ଣତା ବିବାହରେ ସୀମିତ

ଯାହା ଈଶ୍ଵରଙ୍କର ଅଲୌକିକତାର

ନିକଟତର ପରିଣାମର ପରିଚୟ ।


ବିବାହ ଏକ ପରିଚୟ ଗୃହସ୍ଥାଶ୍ରମର

ବିବାହ ଏକ ଭକ୍ତି ଈଶ୍ୱରଙ୍କୁ ଭଲପାଇବାର

ବିବାହ ଏକ ବନ୍ଧନ ଦାୟିତ୍ୱବୋଧର

ବିବାହ ଏକ ସୋପାନ ସୃଷ୍ଟିରକ୍ଷାର ।


Rate this content
Log in