Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sudipta Kumar Panda

Romance Inspirational

4.0  

Sudipta Kumar Panda

Romance Inspirational

ସ୍ମୃତି

ସ୍ମୃତି

1 min
222


ସ୍ମୃତିର ବାକ୍ସରେ ସାଇତା ସେ ରାତି

ସେହି ଭରା ଯଉବନ

ଅର୍ଦ୍ଧନଗ୍ନ ଝାପ୍ସାଲୋକରେ ବିତିଥିବା ମୁହୂର୍ତ୍ତ ସାଥେ

ଗଭୀର ଚୁମ୍ବନ ।


ସ୍ମୃତି ନୁହେଁ ଏକ ପ୍ରେମ ପାଖୁଡ଼ା

ଅବା ସଜ୍ଜା ଯାତନାର

ସ୍ମୃତି ତ ଗୋଟେ ଅସରନ୍ତି ରାସ୍ତା

ସମସ୍ତେ ପଥିକ ଏ ପଥର । 


ସ୍ମୃତି ଏକ ଅଦୃଶ୍ୟ ମନର ଭାବନା

ସବୁ ହୋଇଥାଏ ଏକାଠି

ସୁଖଦୁଃଖ ମିଶା ଜୀବନ ରାସ୍ତାରେ

 କାହା ପାଳି ପଡ଼େ

ଜଣା ପଡ଼େ ନାହିଁ ଏଠି ।


Rate this content
Log in

Similar oriya poem from Romance