Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sudipta Kumar Panda

Romance Inspirational

2  

Sudipta Kumar Panda

Romance Inspirational

ଦୀପାବଳୀ

ଦୀପାବଳୀ

1 min
142



ଆଜି ଅଲଗା ଲାଗେ ପୁଣି ଭିନ୍ନ ଏକ ଅନୁଭବ ସବୁଦିନଠାରୁ

ଦୀପର ଆଲୋକରେ ଶିହରିଯାଏ ସଭିଙ୍କ ପ୍ରାଣ ଓ ଅମୃତଝରେ ହୃଦୟରୁ ।


ଅଜଣା ଫୁଲକ କାହିଁକି କେଜାଣି ହାଲୁକା ଶୀତର ମାଦକତାରେ  

ଫଟୋକା ଶବ୍ଦର ଲେଶ ମାତ୍ର ଶବ୍ଦ ନାହିଁ ଏ କରୋନା କାଳରେ।



ଚାରିଆଡ଼େ ଆଜି ନୀରବ ଦୁନିଆ ଦୀପ ସମୂହରେ

ଦିଶେ କେଡ଼େ ସୁନ୍ଦର,

ଐଷମର ଦୀପାବଳୀ ମନେ ଥିବ ସଦା ସାଇତି ରଖିବ ହୃଦୟ ମୋହର ।


ଏଇ ଦୀପାବଳୀ ପ୍ରେମ ତୋଳିଥିଲା ବୋଲି ଶୁଭେଚ୍ଛା ଜଣାଏ ଦୀପାବଳୀର

ସେ ମିଠା ଅନୁଭବ ଅବା ତୁମେ

ଆପଣାଠାରୁ ବି ବେଶୀ ଆପଣାର ।


Rate this content
Log in