STORYMIRROR

Gangotri Priyadarshini

Abstract Classics Fantasy

3  

Gangotri Priyadarshini

Abstract Classics Fantasy

ସାନିଧ୍ୟ

ସାନିଧ୍ୟ

1 min
175


କେବେ ତୁମେ ମାେ ସହ

କେବେ ମୁଁ ତୁମ ସ୍ମୃତି ସହ

ଅନ୍ତରଙ୍ଗ କଳ୍ପନାରେ ଆମେ ଦୁହେଁ

ଯେବେ ଯେବେ ଆନମନା ହେଇ ଉଠୁ

ସେତେବେଳେ ତୁହାକୁ ତୁହା ଭାବ ପ୍ରବଣତାର ଜୁଆର

ଛାତି ଭିତରେ ଲହଡ଼ି ଭାଙ୍ଗି ନିଶବ୍ଦେ ଚୂର୍ମାର ହେଉଥାନ୍ତି

ଆମେ ଦୁହେଁ ଠିକ୍ ବୁଝିପାରୁ ହୃଦୟ ଦୁଇ ଯାଆନ୍ତି ସହି

ସାନିଧ୍ୟର ଅଭାବ ବୋଧ ନୀରବେ ଏମିତି ଦୂରରେ ରହି

ତୁମେ ବି ଜଳୁଥାଅ ଆଉ ମୁଁ ବି ଦୁନିଆ କୁ ଡରି ଚୁପ୍ ରହୁ

ସାନିଧ୍ୟ ଲୁଚିଯାଏ ଆଲୋଡନ କରି ଏ ଅଲୋଡା ହୃଦୟରେ

ଛଟପଟ କରି ମାରୁଥାଏ ନିତି ଜାଣେନା ତୁମେ ବୁଝ କି ନା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract