Sushma Manjari Dash

Abstract

3  

Sushma Manjari Dash

Abstract

ରହସ୍ୟ

ରହସ୍ୟ

1 min
175


କୁଟିଳତା ଭରା ଛଳନା ମୟ ଏ ସ୍ଵାର୍ଥପର ଦୁନିଆଁ   

ଦୁନିଆଁ ଏଇଠି ରହସ୍ୟ ରେ ପୂର୍ଣ୍ଣ ଖୋଜିଲେ ବି ମିଳେନା

ଘଟିଯାଏ ଘଟଣା ଦୁର୍ଘଟଣା ହେଲେ ରହସ୍ୟ ଜାଣି ହୁଏନା

ଲୁକ୍କାୟିତ ହେଇ ରହିଯାଏ ସବୁ ମିିିଳଇ ଖାଲି ଯନ୍ତ୍ରଣା ।  

ଜନ୍ମ ମୃତ୍ୟୁ ଅଟେ ଚିରନ୍ତନ ସତ୍ୟ ତଥାପି ରହିଛି ରହସ୍ୟ

ଖୋଜିଲେ ବି ଜାଣି ହୁଏ ନାହିଁ ତାହାରି ଭାବ ବିଶେଷ ।

ପୁରାଣ ଯୂଗର କଥାା ଆମେ କରିଲେ ବିିିିଶ୍ଲେଷଣ 

ସେତେବେଳେ ମଧ୍ୟ ସବୁକିଛିି ଥିଲା ରହସ୍ୟରେ ପୂର୍ଣ୍ସ

ତେଣୁ କରି ରହସ୍ୟ କୁ ନକରିିିଣ ଉଦ୍ଘାଟନ         

 ଖୁସି ମନେ କରିଯିବା ନିଜ କର୍ତ୍ତବ୍ୟ ଓ କର୍ମ ।


Rate this content
Log in

Similar oriya poem from Abstract