STORYMIRROR

Ashutosh Meher

Romance Inspirational

3  

Ashutosh Meher

Romance Inspirational

ରାସ

ରାସ

1 min
205


ରଙ୍ଗ ଅବିରକୁ ବୋଳି ଦେଲି ଯେବେ

ମୁରୁକି ଦେଲ ଯେ ହସି

ସେଇ ଧାରକ ତ' ବିଜୁଳୀ ଚମକ

ହୃଦେ ହୋଇଗଲା ଲେସି।

ସେ ରଙ୍ଗ ଚମକ ଛୁଆଁ ର ମହକ

କେତେ ଶିହରଣ ଭରା

ଶୀତଳ ପରଶ ମନେ ଭରି ଦିଏ

ପୁନେଇ ଜୋଛନା ଧାରା ।

ଇନ୍ଦ୍ରଧନୁ ସାତ ରଙ୍ଗ ପସରା ସେ

ମହମହ ପ୍ରେମ ବାସ

ସ୍ବର୍ଗୀୟ ମାଧୁରୀ ମନ ଅଗଣାରେ

ଅଜଣା ପୁଲକ ରାସ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance