।। ସକାଳର ଭାବନା ।।
।। ସକାଳର ଭାବନା ।।


ସକାଳ ପାହିଲେ,
ସୁଶୀତଳ ମଳୟରେ
ସୁବାସିତ ଫୁଲର
ଭୁରୁଭୁରୁ ବାସ୍ନାରେ
ଯେମିତି କମନୀୟ ଲାଗେ;
ତା'ଠାରୁ
ବେଶୀ ଭଲ ଲାଗେ
ବଂଧୁ ଆପଣଙ୍କ
ମନର ମହନୀୟତା
ସୁନ୍ଦର ଭାବନା
ଏବଂ ସୁଶୋଚନାର
ମହକଭରା ଶୁଭେଚ୍ଛା ବାର୍ତ୍ତାରେ
ଦିନର ଆୟାରମ୍ଭ ଯେବେ ହୁଏ।।
** ସମାପ୍ତ**
ସକାଳ ପାହିଲେ,
ସୁଶୀତଳ ମଳୟରେ
ସୁବାସିତ ଫୁଲର
ଭୁରୁଭୁରୁ ବାସ୍ନାରେ
ଯେମିତି କମନୀୟ ଲାଗେ;
ତା'ଠାରୁ
ବେଶୀ ଭଲ ଲାଗେ
ବଂଧୁ ଆପଣଙ୍କ
ମନର ମହନୀୟତା
ସୁନ୍ଦର ଭାବନା
ଏବଂ ସୁଶୋଚନାର
ମହକଭରା ଶୁଭେଚ୍ଛା ବାର୍ତ୍ତାରେ
ଦିନର ଆୟାରମ୍ଭ ଯେବେ ହୁଏ।।
** ସମାପ୍ତ**