STORYMIRROR

Jyotsna Acharya

Abstract Fantasy Inspirational

3  

Jyotsna Acharya

Abstract Fantasy Inspirational

କଳ୍ପନା

କଳ୍ପନା

1 min
147

ଅସମ୍ଭବ କୁ 

ସମ୍ଭବ କରିବା ଦୌଡରେ 

କବି ତା କଳ୍ପନାରେ 

କେବେ ଚିଲିକାର l

ମନୋହାରିଣୀ ଦୃଶ୍ୟ ଆଙ୍କେ 

ତ କେବେ ପୁଣି 

ତା ଚକ୍ଷୁ ଦେଖେ 

ଉଚ୍ଚ ଉଚ୍ଚ ପର୍ବତରେ l

ସିଡି଼ଟିଏ ଲମ୍ବାଏ ସ୍ବର୍ଗକୁ

ପୁଣି ସବୁଜ-ଗଛ- ପତ୍ର- ଝରଣା କୁ 

ନେଇଁ ପ୍ରକୃତ୍ତି କବିଟି 

ଗଛ ଡାଳ ଫୁଲର 

ତର୍ଜମା କରି ବସେ।

କଳ୍ପନାରେ ବିହଙ୍ଗର ଡେଣା ନେଇଁ 

ସେ ବୁଲି ଆସେ 

ସାତ ସମୁଦ୍ର ତେର ନଇ

ତା କଲମ ସୃଜନର l

ଚମତ୍କାରିକା ରେ 

ସେ ଲେଖି ବସେ 

ସ୍ବର୍ଗ-ମର୍ତ୍ୟ-ପାତାଳ

କେବେ ସ୍ବର୍ଗର ପାରିଜାତ 

ତୋଳିବାର ଦୁଃସାହାସ 

ତ କେବେ ମର୍ତ୍ୟ ବୈକୁଣ୍ଠ

ଭଗବାନଙ୍କୁ ଖୋଜିବାର ପ୍ରୟାସ।


Rate this content
Log in

Similar oriya poem from Abstract