STORYMIRROR

Swatishree Pandit

Fantasy Inspirational Others

3  

Swatishree Pandit

Fantasy Inspirational Others

ମୋ ଦେଶ

ମୋ ଦେଶ

1 min
196

ଯେଉଁ ଦେଶରେ ଜନମ ମୋର

ଭାରତ ଭୁଇଁ ନାଁଟି ତାର

ଗିରି ରାଜା ହିମାଳୟ ଯାରଉତ୍ତରରେ

ପବିତ୍ର ଗଙ୍ଗା ବହିଯାଏ ପର୍ବତରପାଦରେ l

ଦକ୍ଷିଣରେ ଭାରତ ମହାସାଗର

ସ୍ପର୍ଶ କରେ ଚରଣକୁ ନିତି ତାର

ପୂର୍ବରେ ବଙ୍ଗୋପସାଗର

ଜଗତର ନାଥ ଜଗନ୍ନାଥଙ୍କ ପୁର l

ପଶ୍ଚିମ ରେ ଆରୋବ ସାଗର

ଛତ୍ରପତି ଶୀବାଜୀଙ୍କର

ଅବିସ୍ମରଣୀୟ କର୍ତ୍ତୀର

କାଶ୍ମୀରରୁ କନ୍ୟାକୁମାରୀ l

କହିଯାଏ କାହାଣୀ ସଂଘର୍ଷର

ବିରତ୍ଵର ଦେଶ

ସ୍ଵାଧୀନତା ସଂଗ୍ରାମୀଙ୍କ ତ୍ୟାଗର ଦେଶ

ଶ୍ରୀରାମଚନ୍ଦ୍ରଙ୍କ ଜନ୍ମମାଟି ର ଦେଶ l

ଶ୍ରୀକୃଷ୍ଣ ଙ୍କ ରାସଲୀଳା ର ଦେଶ

ସେହି ମୋ ଦେଶ ଭାରତ

ଯମୁନାର ଯାହାର ଗର୍ଭରେ ବହେ

ଶାନ୍ତି ମୈତ୍ରୀ ର ଗୀତ ଗାଏ ଯିଏ 

ସେହି ମୋ ଦେଶ ଭାରତ l



Rate this content
Log in

Similar oriya poem from Fantasy