STORYMIRROR

Ashutosh Meher

Inspirational

3  

Ashutosh Meher

Inspirational

ଆଶା ର ଯାତ୍ରା

ଆଶା ର ଯାତ୍ରା

1 min
212


ଚାଲିବାକୁ ଅଛି ବାଟ ବହୁ ଦୂର

ଜୀବନ ଏ' ମରୁଭୁଇଁ

ଆଶା ପାଲଟଇ ମରୀଚିକା କେବେ

ମନ ହୁଏ ହାଇଁ ପାଇଁ !!

ମରୁଦ୍ୟାନ କାହିଁ ଦୂରେ ଲୁଚିଥାଏ

ଅପାହାନ୍ତି ସତେ ସିଏ

ଖୋଜି ବୁଲେ ଆଖି ଆଶା ଭରା ମନ

ବଞ୍ଚିବାର ରାହା ଦିଏ !!

ଜୀବନ ଆଶା ର ଜୀବନ ଯାତ୍ରା ସେ

ଅହରହ ବାଟ ଚଲା

ଛୋଟ ଦୁଇ ପାଦ ବାଟ ମାପି ଚାଲେ

ସକାଳ ରୁ ସଂଜ ବେଳା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational