STORYMIRROR

Ashutosh Meher

Romance Inspirational

3  

Ashutosh Meher

Romance Inspirational

ଆଶା

ଆଶା

1 min
195


ଫୁଲ ପାଖୁଡାରେ ଭରାହସ ଦେଖି

ମନେ ପଡେ ତୁମ କଥା

ଅବୁଝା ଭାବରେ ମୁହଁ ମୋଡି ଗଲ

ମନେ ଭରି କେତେ ବ୍ୟଥା!!

କହି ବି ହୁଏନା ସହି ତ ପାରେନା

ମନ ଗହନ ର ଭାବ

ଭାବ ଅଭାବରେ ଏତେ ରାଗ ରୁଷା

ପିରତି ରେ କିବା ଲାଭ?

ଅନାଇ ବସିଛିି ତୁମ ବାଟ ସଖୀ

ଫେରି ତ ଆସିବ ଦିନେ

ସଂସାର ସାଗରେ ପୁଣି ସାଥୀ ହେବା

ଆଶା ଯେ ବାନ୍ଧିଛି ମନେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance