Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ashutosh Meher

Others

3  

Ashutosh Meher

Others

ପ୍ରଭାତ ଗୀତି (୪)

ପ୍ରଭାତ ଗୀତି (୪)

1 min
6.7K


 ।। ପ୍ରଭାତ ଗୀତି (୪) ।।

          ଆଶୁତୋଷ ମେହେର

ସୂରୁଜ କିରଣ ଝଟକେ ଆକାଶ

ତଳେ ଝଟକଇ ଦରିଆ ପାଣି,

ବିଚିତ୍ର ସୃଷ୍ଟି ଏ' ସୁନ୍ଦର ସୁନ୍ଦରେ

ପ୍ରଭୂଙ୍କ ଗଢଣି ସେ'ଏକା ଧାରେ ।। ୧ ।।

 

ହସଇ ସୂରୁଜ ଦୂର ଚକ୍ରବାଳେ

ଝଟକାଇ ସୁନାର କିରଣଧାର

ଉତ୍ତାଳ ତରଙ୍ଗ କୂଳେ ମଥା ମାରେ

ଚଲା ମଣିଷର ଜୀବନ ନଉକା ତୀରେ ।। ୨ ।।

 

ସଂସାର ସାଗରେ ପ୍ରଭୂକୂପା ବଳେ

ଧୀରେ ଆଗକୁ ବଢି ଯେ ଚାଲେ !! ।। ୩ ।।

 

              ***ସମାପ୍ତ***

 


Rate this content
Log in