STORYMIRROR

Swatishree Pandit

Classics Fantasy Inspirational

3  

Swatishree Pandit

Classics Fantasy Inspirational

ପର୍ବପର୍ବାଣୀ

ପର୍ବପର୍ବାଣୀ

1 min
164

ଆମେ ଓଡ଼ିଆ

ଭାରି ବଢ଼ିଆ

ବାରମାସରେ ତେର ପରବ ଆମର

ତେର ପରବର ଅଛି ନିଜସ୍ଵ ସ୍ଵତନ୍ତ୍ରତା

ପାଳିତ ହୁଏ ତିଥି ଅନୁସାରେ

କିଛି ଲୋକକଥା ଅଛି

କିଛି ଶାସ୍ତ୍ରୀୟ କାହାଣୀ ଅନୁସାରେ

ହୁଏ ପାଳିତ

ଏହାର କିମ୍ବଦନ୍ତୀ ନିଆରା

ଇତିହାସ ଅଲଗା

ଭିନ୍ନ ଏକ ପରମ୍ପରା

ପରବର ଭିନ୍ନ ମଉଜ ଅଛି

ପିଠାପଣା ଭିନ୍ନ ଭିନ୍ନ

ଭିନ୍ନ ପୂଜା ପଦ୍ଧତି

ଜାତୀୟତା ଅଛି

ଅଲଗା ସଂସ୍କୃତି ଅଛି

ଧର୍ମ ଓ ପୌରାଣିକ କିମ୍ବଦନ୍ତୀ

ଉପାଖ୍ୟାନରେ ବର୍ଣ୍ଣିତ ଅଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics