Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kshitish Jena

Abstract Action Inspirational

4  

Kshitish Jena

Abstract Action Inspirational

ପୁଲୱାମା ଆକ୍ରମଣ

ପୁଲୱାମା ଆକ୍ରମଣ

1 min
4



ଫେବୃଆରୀ ଚଉଦ ପ୍ରେମର ଦିବସ

ପ୍ରତି ମନେ ରହିଥିଲା ସ୍ନେହ, ପ୍ରୀତି, ହସ

ଦେଶ ମାତୃକାର ବନ୍ଦନା ଗାଇ

ଫେରୁଥିଲେ ଆମ ଜବାନ୍‌ ଭାଇ

ତାଙ୍କର ହସ ତାଙ୍କର ଖୁସି

ନେଲାରେ ଦେଶଦ୍ରୋହୀଟି ପୋଛି

ଆତ୍ମଘାତୀ ବିସ୍ଫୋରଣ

ପୁଲୱ।ମା ଆକ୍ରମଣ କାରଣ

ଜବାନଙ୍କ ସେନା ଗାଡ଼ି

ଗଲା ବିସ୍ଫୋରଣେ ପୋଡ଼ି

କାରଣଟି ଖୋଜ ଖୋଜୁ

ଶତ୍ରୁଙ୍କ ବାଜିଲା ଗୁଳି

ଶତ୍ରୁ ସହ ସେନା ମଧ୍ୟ

କୁହୁଡ଼ିରେ କଲେ ଯୁଦ୍ଧ

ଶତ୍ରୁ ହେଲେ ପରାଜୟ

ହୋଇଲା ଆମର ବିଜୟ

କିନ୍ତୁ ମାତୃଭୂମି ସୁରକ୍ଷା ପାଇଁ

ଚାଳିଛି ଜବାନ୍‌ 

ଦେଲେ ଆତ୍ମବଳୀ ।

ସେଦିନକୁ ଆଜି ରଖିଛୁ ମନ

କିଛି ପିଲା ହରାଇଲେ 

ନିଜର ବାପାଙ୍କୁ

କିଛି ପତ୍ନୀ ହରାଇଲେ

ନିଜର ସ୍ୱାମୀଙ୍କୁ

ବାପା ମାଆ ହରାଇଲେ

ନିଜ ପୁଅଙ୍କୁ

ଦେଶ ହରାଇଲା ନିଜର

ବୀର ଜବାନ୍‌ଙ୍କୁ

ସେମାନଙ୍କ ଦେଶପ୍ରୀତି ଓ ଆତ୍ମବଳୀ

ରହିବ ଜନମାନସରେ

ସେମାନଙ୍କୁ ଶ୍ରଦ୍ଧାଞଳି ଏବଂ ସମ୍ମାନ

ଆଜି ଏ କଳା ଦିବସରେ ।।


Rate this content
Log in

Similar oriya poem from Abstract