STORYMIRROR

Gouttam kachim

Abstract

3  

Gouttam kachim

Abstract

ମୋ ପ୍ରେମିକାର ବାହାଘର

ମୋ ପ୍ରେମିକାର ବାହାଘର

1 min
215

ଦୁର୍ଭାଗ୍ୟ ତାର, ନା ମୋର ଜାଣେନା,

ସେ ଭଲ ପାଇଥିଲା ମୋତେ,

ମୁଁ ଭଲ ପାଇଥିଲି ତାକୁ,

ଏବେ ବି ଅନେକ ଭଲ ପାଇବା,

ରହିଛି ତା ପାଇଁ,

ସେ ବି ଭଲ ପାଉଛି ମୋତେ,

ଭଲ ପାଉଥିବ ଚିର ଦିନ,

କିନ୍ତୁ ଭାଗ୍ୟର ବିଡମ୍ବନା ଯେ,

ସେ ମୋ ହାତ ନଧରି

ଅନ୍ୟ କାହାର ହାତ ଧରୁଛି,

ବୋହୂ ବେଶରେ ସୁସଜ ହୋଇ,

ପାଲିଙ୍କି ବସି ଚାଲି ଯାଉଛି ଶାଶୁଘର,

ଆଜି ମୋ ପ୍ରେମିକାର ବାହାଘର।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract