ପ୍ରତ୍ୟାଖ୍ୟାତ
ପ୍ରତ୍ୟାଖ୍ୟାତ


ଶ୍ରୁଙ୍ଖଳିତ ବେଶ
ମୁକୁଳିତ କେଶ
ସୁବାସିତ ଯଉବନ ,
ପାରିଜାତ ବୋଲି
ପୁଲକିତ କଲି
ବିଚଳିତ ତନୁମନ ।
ପିପାସିତ ହୃଦ
ପୁଞ୍ଜିଭୂତ ଖେଦ
ପରିହୃତ ବାରବାର ,
ପରିଣତ ମୋର
ପରାକୃତେ ସାର
ଅତର୍କିତ ଅତ୍ୟାଚାର ।
ଶ୍ରୁଙ୍ଖଳିତ ବେଶ
ମୁକୁଳିତ କେଶ
ସୁବାସିତ ଯଉବନ ,
ପାରିଜାତ ବୋଲି
ପୁଲକିତ କଲି
ବିଚଳିତ ତନୁମନ ।
ପିପାସିତ ହୃଦ
ପୁଞ୍ଜିଭୂତ ଖେଦ
ପରିହୃତ ବାରବାର ,
ପରିଣତ ମୋର
ପରାକୃତେ ସାର
ଅତର୍କିତ ଅତ୍ୟାଚାର ।