Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jyotsna Acharya

Abstract Inspirational Children

3  

Jyotsna Acharya

Abstract Inspirational Children

ପରୀ

ପରୀ

1 min
208


କେଉଁ ରାଇଜର

ଅପସରି ଟିଏ

ରୂପରେ ଗୁଣରେ

ସରି ଅବା କିଏ

ଛୋଟ ଛୋଟ ପାଦ

ପାଉଁଜିର ଶବ୍ଦ 

ନାଚ, ଗୀତଟିରେ

ପରୀଟିଏ ସିଏ

ପାଠରେ ସାଠରେ

ଆଗଭର ଭରେ

ବହି ଖାତା ସବୁ 

ସଜାଡି ସେ ରଖେ

ଖେଳ ଦୌଡ଼ରେ

ସମୟ ସାଥୀରେ

ପ୍ରତିଯୋଗିତାର

ଚିତ୍ର ତୂଳୀ ଧରେ

ପ୍ରାର୍ଥନା ବୋଲଇ

ସୁମଧୂର ସ୍ବରେ

ଗୁରୁ, ଗୁରୁଜୀଙ୍କୁ

ଭକ୍ତି ପରଶେ

ସମୟ ପ୍ରଭାତୁ

ନିତିଦିନ ଉଠେ

ଫୁଲ ରାଇଜରୁ

ପ୍ରତିଦିନ ତୋଳେ

ଢାଳଇ ସେ ଜଳ

ଗଛ, ଫୁଲ ଡାଳେ

ଗଛର ଯତନ

ନିଏ ତତ୍-ପରେ

ମୂଖ ପାଖୁଡାଟି

ପଦ୍ମ ମଣ୍ଡଳ

ସବୁ ଥିରେ ପରା

ପରୀଟିଏ ସିଏ।


Rate this content
Log in

Similar oriya poem from Abstract