Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prashantam Bapu

Romance Inspirational

3  

Prashantam Bapu

Romance Inspirational

ପ୍ରେରଣା

ପ୍ରେରଣା

1 min
218


ତୁମେ ମିଳିଗଲେ ବି 

ମୁଁ ଆଉ ସବୁ କିଛି ଛାଡ଼ି 

କେବଳ ତୁମର ହୋଇ ରହିପାରିବିନି 

ଏ ଭୂଇଁରେ ଛାଡ଼ି ଗଲା ଦିନୁ 

ଦିନ ଦିନ ବର୍ଷ ବର୍ଷ ତୁମକୁ ଝୁରିଛି 

ବହୁକାଳ ଧରି ଚେର ଲାଗିବାକୁ ଦେଇନଥିଲି

ଶେଷରେ ବଞ୍ଚିରହିବାର ମୋହରେ ଛନ୍ଦି ହୋଇ ହାର୍ ମାନିଲି

ପ୍ରାଣ ବିକଳରେ ଏ ପର ପୃଥିବୀର ମାଟିକୁ ନିଜର କରିନେଲି

ବଞ୍ଚିରହିବାର ପ୍ରେରଣା ବି ତୁମ ଠୁଁ ପାଇଲି

ଯେବେ ଆଉ କାହାର ସ୍ୱପ୍ନକୁ ଗର୍ଭରେ ଧରିଲ ।



Rate this content
Log in

Similar oriya poem from Romance