STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ପ୍ରେମୋଦୟ ଚମ୍ପୂ (8)

ପ୍ରେମୋଦୟ ଚମ୍ପୂ (8)

1 min
312



ସଖୀ

ରାଗ - ମୁଖାବରୀ -ଏକତାଳି

ଜାଣିୀବୁ ରେ ଦେଖି, ଦମ୍ଭେ ହାଣିବୁ ରେ (ଘୋଷା)

ଜବାଜିତ ଅଧରୀ- ଅଭିସାରକୁ କରି

ମଦନେ ମତ କରିରାଜ ଗମନ ହରି(1)

ଜଳଜ ରମ୍ୟ ମୁଖୀ - ସ୍ମିତଅଧରେ ରଖି

ଭୂରୁ ଚାପରେ ସଖି ନେତ୍ରାନ୍ତ ଶର ଯୋଖି (2)



ଜୀବେଶ ଅଙ୍କେ ଜଡି - ତୋର ଶ୍ରୀହସ୍ତ ଚୁଡି

 ବସିବା ପରି ବୁଡି - ନିବିଡ ବନ୍ଧେ ଭିଡି (3)

ଯ଼ତନେ ନାସାମଣି - ତୁଲେ ନଚାଇ ବେଣୀ

କୁସୁମ ଧନୁ ପାଣି -ଭଣ୍ଡାରୁ ରସ ଛାଣି (4)

ଜଗଦେବ ଯେ ଭାଷି- ଭଲେ ତନୁରେ ମିଶି

ସଖି ତୁ ଆଜ ନିଶି - ନବ ସୁରତେ ରସି (5)






Rate this content
Log in

Similar oriya poem from Classics