Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debasmita Dash

Classics

3  

Debasmita Dash

Classics

ବୃକ୍ଷଲତା ଆମର ଜୀବନ

ବୃକ୍ଷଲତା ଆମର ଜୀବନ

1 min
265


କି ସୁନ୍ଦର ଏ ବଣ ଜଙ୍ଗଲ 

ସବୁଜ ପତ୍ରରେ ଭରା ଏହାର ,

ଫୁଲ ଫଳ ସେ ଦେଇ ଆମକୁ

ବଞ୍ଚାଇ ରଖିବା ଆମେ ତାହାକୁ ।

ଦିଏ ସେ ଆମକୁ ଅମ୍ଳଜାନ

ବଞ୍ଚି ରଖେ ଆମ ଜୀବନ ।

ପ୍ରତେକ ଆମେ ଗଛ ଲଗାଇବା

ସବୁଜ ବଣରେ ତାକୁ ଭରି ଦେବା।

ବୃକ୍ଷ ବିନା ବର୍ଷା ହେବ ନାହିଁ କେବେ,

ବୃକ୍ଷ ହିଁ ଜୀବନ ଆଖ୍ୟା ଦବା ଆମେ ।


Rate this content
Log in