STORYMIRROR

Debasmita Dash

Others

3  

Debasmita Dash

Others

ମୋ କାଳିଆ ସାଆନ୍ତ

ମୋ କାଳିଆ ସାଆନ୍ତ

1 min
178

ସଦା ଆସୁଥିବ ଭାବ କଳ୍ପନାରେ

ଢାଲୁଥିବ କୃପା ଦୃଷ୍ଟି,

ସତ୍ୟ ଚେତନାରେ ଲିପ୍ତ ହେଉଥିବି

ଗାଇ ତୁମ ନାମ ଚାରି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍