Debasmita Dash

Classics

2  

Debasmita Dash

Classics

ବାପା ମାଆ

ବାପା ମାଆ

1 min
119


ଫୁଲ ଦ୍ୱିତୀୟ ଥର ଫୁଟେ ନାହିଁ

ଜନ୍ମ ଦ୍ୱିତୀୟ ଥର ମିଳେ ନାହିଁ

ଏମିତି ତ ହଜାରେ ଲୋକ ମିଳନ୍ତି

କିନ୍ତୁ ହଜାରେ ଭୁଲ୍ ପରେ କ୍ଷମା କରୁଥିବା

ବାପା ମା ଦ୍ୱିତୀୟ ଥର ମିଳନ୍ତି ନାହିଁ ।


Rate this content
Log in

Similar oriya poem from Classics