Debasmita Dash
Classics
ତୁମେ ପ୍ରାରମ୍ଭର ଶୁଭ ଶଙ୍ଖନାଦ
ତୁମେ ଅନ୍ତର ପୂର୍ଣ୍ଣ ବ୍ରହ୍ମନାଦ
ତୁମେ ଅସ୍ତାଚଳର ଉଦୟ ରାଗ
ତୁମେ ଶୂନ୍ୟତାରେ ପରିପୂର୍ଣ୍ଣ ଭାବ ।
ମୋ କାଳିଆ ସାଆନ...
ବନ୍ଧୁତା
ବାପା ମାଆ
ଜୟ ଜଗମୋହନ
ଜୀବନ
ମାଆ
ସର୍ବେ ଭବନ୍ତୁ ...
ଜୟ ଜଗନ୍ନାଥ
ମୋ ଦେଶ
ବୃକ୍ଷଲତା ଆମର ...
ରଜର ଖଞ୍ଜ ରଜର ଖଞ୍ଜ
ପ୍ରଭୁ ନାମେ ଖୁସି ବିତରୁଛି ପ୍ରଭୁ ନାମେ ଖୁସି ବିତରୁଛି
ଆମ ମାଆ ଆମ ମାଆ
" ଆଞ୍ଜୁଳାଏ ଜୀବନ " ଆଞ୍ଜୁଳାଏ ଜୀବନ
ତୁମେ ଆମ ସିଦ୍ଧିଦାତ୍ରୀ, ତୁମେ ଆମ ବୁଦ୍ଧିଦାତ୍ରୀ, ତୁମେ ଆମ ବରଦାତ୍ରୀ, ତୁମେ ଆମ ବିଦ୍ୟାଦାତ୍ରୀ ।୧। ... ତୁମେ ଆମ ସିଦ୍ଧିଦାତ୍ରୀ, ତୁମେ ଆମ ବୁଦ୍ଧିଦାତ୍ରୀ, ତୁମେ ଆମ ବରଦାତ୍ରୀ, ତୁମେ ଆମ ବ...
ଶକ୍ତି ସ୍ଵରପା ମାତଃ ଦୁର୍ଗେ ଶକ୍ତି ସ୍ଵରପା ମାତଃ ଦୁର୍ଗେ
ବିଜୟା ଦଶମୀ ବିଜୟା ଦଶମୀ
ତ୍ରିଭୁବନ ମାଆ ଯେବେ କମ୍ପୁଥିଲା ତ୍ରାହି ମା ତ୍ରାହି ନାଦରେ ଅବତରିଲୁ ମା ହାତେ ଧରି ଖଡ୍ଗ ... ତ୍ରିଭୁବନ ମାଆ ଯେବେ କମ୍ପୁଥିଲା ତ୍ରାହି ମା ତ୍ରାହି ନାଦରେ ଅବତରିଲୁ ମା ...
ମହା ନବମୀ ତିଥିରେ ହୁଏ ଛତ୍ରଯାତ୍ରା ଘଣ୍ଟା ଘୁମୁରା ନିଶାନ ମହା ନବମୀ ତିଥିରେ ହୁଏ ଛତ୍ରଯାତ୍ରା ଘଣ୍ଟା ଘୁମୁରା ନିଶାନ
ଆଶ୍ଵିନରେ ପଡ଼ିଆରୁ କ୍ଷେତ ସବୁ ଆଡେ ଦିଶେ ସବୁଜ ମାତା ଅନ୍ନପୂର୍ଣ୍ଣା ଦୂର କରିବାକୁ ଆଶ୍ଵିନରେ ପଡ଼ିଆରୁ କ୍ଷେତ ସବୁ ଆଡେ ଦିଶେ ସବୁଜ ମାତା ଅନ୍ନପୂର୍ଣ୍ଣା ଦୂର କରିବାକୁ
କେତେକେ ଫେରିବେ ଦୂର ବିଦେଶ ରୁ ନିଜ ପ୍ରିୟ ମାଆ ପାଶେ ମୋ ଗାଁ ହସିବ ସ୍ନେହରେ ... କେତେକେ ଫେରିବେ ଦୂର ବିଦେଶ ରୁ ନିଜ ପ୍ରିୟ ମାଆ ପାଶେ ମୋ ଗାଁ ହ...
ଅନ୍ଧକାର ନାଶି ଆଲୋକ ପରଷି ସୃଷ୍ଟିର ସୂଜନ ପାଇଁ। ମମତା ପଣତେ ଅନ୍ଧକାର ନାଶି ଆଲୋକ ପରଷି ସୃଷ୍ଟିର ସୂଜନ ପାଇଁ। ମମତା ପଣତେ
ଇନ୍ଦ୍ରଧନୁ ଇନ୍ଦ୍ରଧନୁ
ଦେଖୁଥିବି ନିତି ତୋତେରେ ଶ୍ରୀପତି ଥିବା ଯାଏ ମୋ ନିଶ୍ବାସ॥୨॥ ଦେଖୁଥିବି ନିତି ତୋତେରେ ଶ୍ରୀପତି ଥିବା ଯାଏ ମୋ ନିଶ୍ବାସ॥୨॥
ସେତେବେଳେ ଆମେ ସଭିଏଁ କହୁଛୁ ପ୍ରତିଭାବାନ ସେ ପିଲା, ସବୁ ଶିଶୁଠାରେ ପ୍ରତିଭା ଲୁଚିଛି ଖୋଜି ପାରିଲେ ହ ସେତେବେଳେ ଆମେ ସଭିଏଁ କହୁଛୁ ପ୍ରତିଭାବାନ ସେ ପିଲା, ସବୁ ଶିଶୁଠାରେ ପ୍ରତିଭା ଲୁଚିଛି ଖୋଜି ପ...
ସବୁଠୁଁ ଚତୁର ବୁଦ୍ଧିଆ ମଣିଷ ବୃକ୍ଷକୁ କରେ ଛେଦନ, ଅତି ସହଜରେ କରିପାରିବ ସେ ସବୁଠି ବୃକ୍ଷରୋପଣ | ସବୁଠୁଁ ଚତୁର ବୁଦ୍ଧିଆ ମଣିଷ ବୃକ୍ଷକୁ କରେ ଛେଦନ, ଅତି ସହଜରେ କରିପାରିବ ସେ ସବୁଠି ବୃକ୍ଷରୋପ...
ଚିର ସ୍ଥାୟୀ ନୁହେଁ ଧରା ଅଟେ ଭଡ଼ାଘର ଆମେ ତ ଏଠି ଅତିଥି ମାତ୍ର ଅଢ଼େଇ ଦିନର ।। ଚିର ସ୍ଥାୟୀ ନୁହେଁ ଧରା ଅଟେ ଭଡ଼ାଘର ଆମେ ତ ଏଠି ଅତିଥି ମାତ୍ର ଅଢ଼େଇ ଦିନର ।।
ସତେ କି ଭାଗ୍ୟ ହୋଇବ ଦର୍ଶନ ମିଳିବ ପବିତ୍ର କାର୍ତ୍ତିକରେ ସର୍ବ ପାତକ ହରିବ ।। ସତେ କି ଭାଗ୍ୟ ହୋଇବ ଦର୍ଶନ ମିଳିବ ପବିତ୍ର କାର୍ତ୍ତିକରେ ସର୍ବ ପାତକ ହରିବ ।।
ଧାତ୍ରୀ ଧାତ୍ରୀ
ଆଙ୍ଗୁଠି ରେ ଧରି ଗୋବର୍ଦ୍ଧନ ଗିରି ନାଶି ଇନ୍ଦ୍ର ଅହଂକାର ଦେଖାଇ ଦେଲା ସେ ହଠିଆ ପଣକୁ ଗୋପ ଆଙ୍ଗୁଠି ରେ ଧରି ଗୋବର୍ଦ୍ଧନ ଗିରି ନାଶି ଇନ୍ଦ୍ର ଅହଂକାର ଦେଖାଇ ଦେଲା ସେ ହଠିଆ ପଣ...