STORYMIRROR

Suresh chandra Padhy

Classics

3  

Suresh chandra Padhy

Classics

ମାନବ

ମାନବ

1 min
303

ଆଜି ମାନବର ମାନବିକତା ହଜିଯାଇଛି

ମଣିଷ ମଣିଷର ଶତ୍ରୁ ସାଜିଛି

ମାନବ ଜନ୍ମ ମିଳିଛି ପରୋପକାର

କରିବା ପାଇଁ

ମଣିଷ ମଣିଷକୁ କଷ୍ଟ ଦିଏ ନିର୍ଦ୍ଦୟ ହୋଇ

ନିଜର ପର କେହି ବୁଝେ ନାହିଁ

ମଣିଷ ମଣିଷ.କୁ ଦୁଃଖ ଦିଏ କଟୁ

ବଚନ କହି

ମଣିଷ ମଣିଷର ସର୍ବନାଶ କରି ଦିଏ

ମଣିଷ ନିଜ ମାନବିକତାକୁ ହରାଇ ଦିଏ

କେହି କାହା ପାଇଁ ସମବେଦନା ଜାଣନ୍ତି ନାହିଁ

ମଣିଷ ତାର ମାନବିକତାକୁ ଜାଗ୍ରତ କରେ ନାହିଁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics