STORYMIRROR

Chandrakanta Nayak

Classics

3  

Chandrakanta Nayak

Classics

ତୁମ ସାଥେ ଚାଲିବାକୁ ହେବ !

ତୁମ ସାଥେ ଚାଲିବାକୁ ହେବ !

1 min
314

ତୁମ ସାଥେ ଚାଲିବାକୁ ହେବ.......

ଚାଲିବାକୁ ହେବେ ତୁମରି ସାଥ୍‌ରେ

କେତେ ବାଟ ମୁଁ ଜାଣେନା, ମୁଁ ଜାଣେ ନା ।

କେମିତିକା ଦିନେ ତୁମରି ସାଥ୍‌ରେ

କଥା ନ ହୋଇଲେ ଭଲ ଲାଗେନା, ଭଲ....॥

କେତେ କଥା ହେଲି ତୁମରି ଆଗରେ

ମୋ ସାଥ୍‌ରେ ସାଥ୍‌ ହେଲବୋଲି ତୁମେ....

ତୁମରି ଆଗରେ ରାସ୍ତା ମଝିଟାରେ

ମୋ ମନ କଥା କହିଲି ଖୋଲି, କହିଲି ଖୋଲି

ରାସ୍ତା ସରୁଥିଲା ବାଟ ଚାଲୁଥିଲେ

ଅଳପ ହସିଲ ରାସ୍ତାର ମଝିରେ, ରାସ୍ତାର ମଝିରେ

ମୋ କଥା ସରିଲା ତୁମକୁ ଖୋଜିଲି

ମତେ ଠିଆକଲ ଦାଣ୍ଡ ମଝିଟାରେ,ଦାଣ୍ଡ ମଝି...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics