STORYMIRROR

Chandrakanta Nayak

Classics

3  

Chandrakanta Nayak

Classics

ତବ ନାମେ ଜଗନ୍ନାଥ

ତବ ନାମେ ଜଗନ୍ନାଥ

1 min
438

ତବ ନାମେ ଜଗନ୍ନାଥ ନିତି ମୋ ବିଶ୍ବାସ,

ତବ ନାମେ ଜଗନ୍ନାଥ ବଢିଛି ମୋ ବିଶ୍ୱାସ ।

ତବ ନାମେ ଜଗନ୍ନାଥ ହସେ ମୋର ସଂସାର,

ତବ ନାମେ ଜଗନ୍ନାଥ ଭରେ ମୋର ଅନ୍ତର ।

ତବ ନାମେ ଜଗନ୍ନାଥ କରେ ସୁଖ ସଉଦା,

ତବ ନାମେ ଜଗନ୍ନାଥ ସବୁ ଶାନ୍ତି ସରଧା ॥

ତବ ନାମେ ଜଗନ୍ନାଥ ବାଟ ଚାଲେ ସଳଖ,

ତବ ନାମେ ଜଗନ୍ନାଥ ସବୁ ନିଏ ପରଖ ॥

ତବ ନାମେ ଜଗନ୍ନାଥ ଆତ୍ମା ଚିହ୍ନେ ଆତ୍ମାକୁ,

ତବ ନାମେ ଜଗନ୍ନାଥ ଖୋଜେ ପରମାତ୍ମାକୁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics