Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajashree Acharya

Classics

3  

Rajashree Acharya

Classics

ନେ....ଦେଇଦେଲି

ନେ....ଦେଇଦେଲି

1 min
274


ନେ ଦେଇଦେଲି

ସୁଖ ...ସବୁ ଦେଇଦେଲି

କଣ ସାଉଁଟି ପାରିବୁ ତ !!


ନେ ଅଜାଡି ଦେଲି, 

ଗୋଲାପୀ ରଙ୍ଗ ... ତୋ ଜୀବନରେ ଦେଲି

କଣ ରଙ୍ଗେଇ ପାରିବୁତ !!


ନେ ସେ ଡୋର ବି ଦେଲି

ସମ୍ପର୍କ ... ସବୁ ସଜାଡି ଦେଲି

କଣ ସଙ୍ଖୋଳି ପାରିବୁ ତ !!


ନେ ସମର୍ପି ଦେଲି

ଏ ଜୀବନ ... ଏକ ନୂଆ ସମ୍ପର୍କର ନାମ

କଣ ହାତରେ ହାତ ମିଶେଇ ଚାଲି ପାରିବୁ ତ !!



Rate this content
Log in

Similar oriya poem from Classics