Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajashree Acharya

Tragedy

2  

Rajashree Acharya

Tragedy

ବିଶ୍ୱ ଆଜି ଅବଦମିତ

ବିଶ୍ୱ ଆଜି ଅବଦମିତ

1 min
203


ନର ଦେହ ପିପାସୁ ଏ ବିଭୀଷିକା କମ୍ପିତ କରେ,

ଲୁଣ୍ଠିତ କରେ ବିଶ୍ୱକୁ ଅତିଷ୍ଠ ହେଲେ ବିଶ୍ୱ ନିୟତା ନଶ୍ୱ କରିବେ ଆଜି ଏ ମନୁଷ୍ୟ କୁ(୧)

ଉଦ୍ଧତରେ ଗର୍ବିତ ମନୁଷ୍ୟ ଭାବେ ଧରା କୁ ସରା ସଦୃଶ

ତାରକ ଯେବେ ମାରକ ହେବେ ତା ଠାରୁ ନାହୁଁ କିଛି ବିଭତ୍ସ (୨)

ଜାଣି ଘୋଡା ର ସିଙ୍ଗ ନାହିଁ ସିଙ୍ଗ ଥିଲେ ମହି ରାଖନ୍ତା ନାହିଁ

ଭଗବାନ ଙ୍କୁ ଯିଏ ପଥର ମାନଇ ସେଠି ବା ଆଉ ତାକୁ କ୍ଷମା କାହିଁ (୩)

ଜୀବନ ଯୌବନ ର ସବୁ ଆଶା ଆକାଂକ୍ଷା ଆଜି

କୋରନା ର ଚକ୍ରବୁହ ତଳେ ଦଳି ମକଚି ହେବାକୁ ବସିଛି ଅସ୍ତିତ୍ୱ ହୀନ ସମୟ ଚକ୍ର ର ମଣିବନ୍ଧ ବଳେ(୪)

ଭଗବାନ ଆଜି ନିଷ୍ଠୁର ପଥର କିଂକର ମଣିଷ ଆଜି

ତା ହାତେ କାଠ ପୁତୁଳି ସମସ୍ତେ ସେଇ ଆଶାରେ ଅଛନ୍ତି କେବେ ଆସୁଛି ଆଶାର ଆଲୋକ ଏ ଅନ୍ଧାରିଗଳି(୫)

ଆସିବ ଆସିବ ହେ ଆର୍ଯ୍ୟ ଆସିବ ଆଲୋକ ଆସିବ ସାହାଯ୍ୟ ନାଶିଵ

ଏ ବିଶ୍ୱର ଅବଦମିତ ଅବସ୍ଥା ଫେରିଆସିବ ଶାନ୍ତି, ସ୍ଵଛ ଆଲୋକ ର ସୂର୍ଯ୍ୟ(୬)


Rate this content
Log in

Similar oriya poem from Tragedy