STORYMIRROR

Rajashree Acharya

Classics

3  

Rajashree Acharya

Classics

ମୋ କବିତାରେ ତୁମେ

ମୋ କବିତାରେ ତୁମେ

1 min
180

କେବଳ ତୁମ,ତୁମେ ଜୀବନ ରେ ମୋ ସ୍ଵପ୍ନ ରେ ,ମୋ ସାୟାହ୍ନ ରେ ମୋ ସକଳ ସମ୍ପାଦନରେ ତୁମେ ତୁମ ବିନା ଅବା କାହାକୁ ନେଲ୍ କରିବି ରଚନା ମୋ କବିତା ରେ, ମୋ ଜୀବନ ରେ ମୋ ସ୍ଵପ୍ନ ରେ ମୋ ସାୟାହ୍ନ ରେ କାହାକୁ ନେଇ ରଚିବି ସେଇ କାଠି କୁଟା ଭରା ନିଉ ଏହି ଜୀବନ ସାଗରେ କାହା କୁ ଅବା ଖୋଜିବି ଏଇ ଜୀବନ ସାଗରେ ଯଦି ହଜି ଗଲ ତୁମେ ଭିଡ଼ ସଂସାରେ ତୁମେ ମୋ କବିତା ରବି ତୁମେ , ଚନ୍ଦ୍ର ବି ଏବଂ ତୁମେ କମଳ ତୁମେ ମ କୁମୁଦ ନିତି ଦେଖୁଥୁବି ପ୍ରେମ ଭରା ନୟନ ରେ କାଳେ ଆସିଯାନ କି ମୋ ପାଖକୁ କାଳେ ରହି ଯାଆନ୍ତ କି ମୋ ମନ ଚାଗୁଡି ରେ ତୁମେ ରହିବ ମୋ ମନେ କିପରି ଜାଣିଛି ସନ୍ଦେଶ କୁ ପଠେଇବି ମନ ଆକାଶ ଠିକଣା ରେ ଯେଉଁଠି ତୁମେ ରହିଛି ଆକାଶ ଅଗଣାରେ ତୁମେ ମୋ କବିତା ରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics