STORYMIRROR

Sudhashree Bhattamisra

Classics

3  

Sudhashree Bhattamisra

Classics

ମନ

ମନ

1 min
405

ଋତୁ ଭଳି ପରିବର୍ତ୍ତିତ ମନ

ମନ ବଦଳେ ପ୍ରତିଟି ମୁହୂର୍ତ୍ତ

ମନ ପୁଣି ଚଳ ଚଂଚଳ

ମନ ଏକ ପକ୍ଷୀଟିଏ

କେବେ ଉଡ଼ିଯାଏ

କେବେ ବସା ବାନ୍ଧେ

ଅନେକ ଥର ମୁଁ ଖୋଜିଛି

ମନର ସଂଜ୍ଞା, ସ୍ୱରୂପ, ଲକ୍ଷଣ, ବୈଶିଷ୍ଟ୍ୟ

ଦୁଃସାଧ୍ୟ ଲାଗେ ଏବେ ଖୋଜିବାକୁ

ସଂଜ୍ଞା, ମନର

ବଡ, ବ୍ୟାପକ, ଏହି

ସଂଜ୍ଞା ମନର

ମନ ଏକ ଉପବନ

ଭରପୁର, ପ୍ରଚୁର୍ଯ୍ୟର, ଖଣି

ମନ, ଚଳଚଂଚଳ ତ

କେବେ, ଲଗାମ ଛଡା

ଅନିୟନ୍ତ୍ରିତ, ମନ

ଏକ, ବନ୍ୟା, ଭଳି

ଉଛୁଳି ଉଠେ

ମନ, ମୋର, ଉପବନତ କେବେ

ସ୍ୱପ୍ନର, ନନ୍ଦନକାନନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଠିକଣା

ଠିକଣା

1 min ପଢ଼ନ୍ତୁ

ତମେ

ତମେ

1 min ପଢ଼ନ୍ତୁ

ଆକାଶ

ଆକାଶ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ମୁଁ

ମୁଁ

1 min ପଢ଼ନ୍ତୁ

Similar oriya poem from Classics