Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hitesh Mohapatra

Abstract Classics Others

3  

Hitesh Mohapatra

Abstract Classics Others

ବାପା

ବାପା

1 min
289


ଜଦି ମା ଶବ୍ଦର ଉଚ୍ଚାରଣରେ

ମିଲିଥାଏ ଶାନ୍ତି

ତେବେ, ବାପା ଡାକରେ ଥାଏ

ଅପୁର୍ବ ଶକ୍ତି ।


ଖରା ବର୍ଷା କାକର

ଧୁଳି,ମଳି ଓ ରସ୍ତାର ଗୋବର

ଏ, ସବୁଠୂ ବଞ୍ଛାଇବାର ସାମର୍ଥ୍ୟ

ଥାଏ ଏକ ବାପା ର ।


ଅନ୍ତରର କୋହକୁ ଅନ୍ତରରେ ରଖି

ଚିନ୍ତାର ବନ୍ୟାକୁ ଧର୍ଯ୍ୟର ବାଡ ବାନ୍ଧି

ଭୟର ଅସ୍ତ୍ର ଆଗରେ

ସାହାସର ଢ଼ାଳ ଧରି

ଠିଆ ହେବା ଲୋକ ହେଲେ ବାପା ।


କେବେ ହିଟ୍‌ଲର୍‌

ତ କେବେ ଆଲେକ୍‌ଜେଣ୍ଡାର୍‌

ତ, କେବେ ଚଣ୍ଡା ଅଶୋକ

ତ, କେବେ ଧର୍ମା ଅଶୋକ

ବାପାଙ୍କ ରୁପ ଅନେକ ।


କେବେ ଗୁରୁ ତ 

କେବେ ଦାର୍ଶନିକ

କେବେ ମୋ ପ୍ରିୟ ବନ୍ଧୁ

ତ କେବେ ଲେଖକ ।


ଘରର ଛାତ

ନଉକାର ନାବିକ

ଆମ ଜୀବନର ଲେଖକ

ବାପାଙ୍କ ଭୁମିକା ଭି ଅନେକ ।


ଗୁରୁ ବ୍ରହ୍ମା , ଗୁରୁ ବିଷ୍ଣୁ

ଗୁରୁ ଦେବ , ମହେଶ୍ୱର

ବାପା ହିଁ , ପରବ୍ରହ୍ମ

ତମଠୁ ହିଁ , ପାଇଛି ଏ ଜନ୍ମ ।

 


Rate this content
Log in

Similar oriya poem from Abstract