Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr Rashmita Panigrahi

Abstract Romance

3  

Dr Rashmita Panigrahi

Abstract Romance

ପ୍ରେମ

ପ୍ରେମ

1 min
12K


ପ୍ରେମ                    

ଅଢେଇ ଅକ୍ଷର 

ଶବ୍ଦ ଜାଲରେ 

କେତେ କେତେ 

ଛନ୍ଦି ହୁଅନ୍ତି, 

ସେଇ ପ୍ରେମ ଜାଲ 

ମୋତେ ବି ବାନ୍ଧିଲା 

ବୁଝି ପାରିଲିନି 

କେମିତି l

ସକାଳ ରୁ ସଞ୍ଜ 

ଜପେ ତୁମ ନାମ 

ଭୁଲି ସଂସାର 

ଯାକର ଜଞ୍ଜାଳ, 

ସଖୀ ଗୋ ସମ୍ଭାଳ 

ଏଥର ହୃଦୟକୁ ମୋର, 

ନୋହିଲେ ହୋଇଯିବି

ମୁହିଁ ପାଗଳ l

କଥା କୁହା 

ଆଖି ତୁମ 

ହାଣି ଦେଉଛି 

ମନକୁ, 

ଜୀବନ ଯାକ 

ଜୀବନ ଦେବି 

ସ୍ୱୀକାର କର 

ମୋ ପ୍ରେମକୁ l



Rate this content
Log in

Similar oriya poem from Abstract