STORYMIRROR

Jyotsna Acharya

Abstract Inspirational Others

3  

Jyotsna Acharya

Abstract Inspirational Others

ସ୍ବପ୍ନ ମାଳା

ସ୍ବପ୍ନ ମାଳା

1 min
146

ବିରାଟ ଆକାଶ, ତାରା ପୁଞ୍ଜିଭୂତ

ଆଲୋକ ମାଳାରେ ରାତ୍ର ଦୁରିଭୂତ

ଦିନର ସୂରୁଜ, ମନ ଦୃଢତ୍ବ

ସବୁଜ ପୃଥିବୀ, ହାସ୍ୟ ସୁରଭିତ

ସାତ ରଙ୍ଗେ ଭରା ଜୀବନ ମଧୂର

ସଂସାରର ସ୍ବରେ ସ୍ବପ୍ନ ବିଭୋର

ଯେତେ ବାଟ ଆଶା ଚାଲୁ ନିତି ଦିନ

ନିତ୍ୟ ଭେଟ ନିଶ୍ଚେ - କିଛି ଗୁଣବାନ

ପ୍ରତେକ ମହତ ଗୁଣ ଶୀକ୍ଷଣିୟ

ଜୀବନ ରାସ୍ତାର ସହ - ନିର୍ଦେଶନ

ମନ ଓ ବିଚାର ଏକତ୍ରିକରଣ

ପୋଷ୍ଟିକ ଆହାର ଖାଦ୍ୟ ସନ୍ତୁଳନ

ଜୀବନ ମାର୍ଜିତ, ପଥ ଆଲୋକିତ

ବିଭୁ ପାଦେ ଲୟ ସଦା ସଂଯୋଜିତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract