STORYMIRROR

Manaswinee Dash

Abstract

4  

Manaswinee Dash

Abstract

ମରଣ ଠୁ ବଳି ଜୀବନ

ମରଣ ଠୁ ବଳି ଜୀବନ

1 min
276

ହେ ଆରତତ୍ରାଣ, 

ଜୀବନ ଜାକର ଦେଲ କଷଣ, 

ବଞ୍ଚି ପାରିଲିନି ନିଜ ମନ, 

କେମିତି ଅଭିଯୋଗ କରିବିନି କହୁନ। 


ଜଂଜାଳ ରେ ବନ୍ଧା ଏ ଜୀବନ, 

ଯେତେ କରିଲେ ବି ମିଳେ ନିନ୍ଦା ଅପମାନ, 

ଶରୀର ବି ଲାଗିଲାଣି ରୁଗ୍ଣ 

ତଥାପି ମିଳୁନି ଲାଞ୍ଚନ। 


ନିଜ ପାଇଁ ନାହିଁ ଭାବନା,

କରି ଚଲିଲି ବଳିଦାନ, 

ଆଜି ଭୁଲ୍ ହେଲେ ବି ଆସିବ ମୋ ଦିନ, 

ହେଲେ ସେ ଅପେକ୍ଷାର ନାହିଁ ଅବସାନ । 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract