Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SUDARSHAN GILI

Abstract

2  

SUDARSHAN GILI

Abstract

ପ୍ରେମ ହୀନ ବାଦ

ପ୍ରେମ ହୀନ ବାଦ

1 min
392


ମୋ ପାଖେ ଅଛି ଛୋଟ ଘର 

ସେଠି ରହିବା କୁ

ମୋ ପ୍ରେମିକା କୁ ଦିଏ ଅଧିକାର

ପ୍ରେମିକା ଥାଇକି 

ନଥିଲା ପରି କରେ ସେ 

ମୋ ଉପରେ ଅଭିମାନ


ଛୋଟ ଘର ଅଛି ମୋର 

ତା ରୂପ ଦୁଶେ ଅତି ସୁନ୍ଦର

ମୁଁ କିନ୍ତୁ ତା ଭିତରେ ପୋଡା ଅଙ୍ଗାର 

କାରଣ ଦିନେ ଖାଇ 

ସାତ ଦିନି ପାଇଁ ଖୋଜେ ଆହାର 

କାରଣ ମୁଁ ଗରିବ ପରିବାର ସନ୍ତାନ

ଯେଉଁ ଦିନ ପାଏ ମୁଁ ମୁଠେ ଆହାର 

ସେଦିନ ପ୍ରେମିକା ପାଇଁ ନିଏ ଉପହାର


ଛୋଟ ଘର କୁ ନେଇ 

ଦେଖେ ମୁଁ ଅନେକ ସ୍ବପ୍ନ

ସେ ସ୍ବପ୍ନ କୁ ଭାଙ୍ଗେ ମୋ ରାଣୀ 

ତା ପାଖେ ଥାଏ ମୋ ପ୍ରେମ ର ବାଣୀ

ସେ ବୁଝିବ ଯୋଉଦିନ 

ମୋ ପାଖକୁ ଆସିବ ଟାଣି 

ତା ପ୍ରେମିକା ର ଏ ସ୍ୱପ୍ନ ର ବାଣୀ


ପ୍ରେମିକା ଅଛି ମୋର ସତ 

ପ୍ରେମ ପାଇଁ ତା ମନରେ ନଥାଏ ଆବେଗ 

କିନ୍ତୁ ଜଗତ ରେ କହି ବୁଲେ ଏ ମୋ ପ୍ରେମିକ

ତା ର ଏ ପ୍ରେମ ନା ଚାଳନା 

ଜାଣି ପାରେନା ମୋ ନିରୀହ (ବନ୍ଧୁ /ହୁଦୟ)


ମୋ ଛୋଟ ଘରେ 

ମୁଁ ଏକା ରହୁଛି 

ଆଉ ମୋ ପ୍ରେମିକା ର 

ବାଟ କୁ ଚାହଁ ରହିଛି 

ସେ କେବେ ବଧୂ ବେଶ ଧରି 

ମୋ କୁଡ଼ିଆ କୁ ଆସୁଛି 

ତା ଅପେକ୍ଷା ରେ ମୁଁ ରହିଛି


ମୋ କୁଡ଼ିଆ ଟା 

ଆଜିକୁ ସାତ ବର୍ଷ ହେଲା ଖାଲି ପଡିଛି

ତାର ଚାଳ ଛପର ବାତ୍ୟା ରେ 

ଉଡି ଯାଇଛି

ମୋ ନାୟିକା ଆସିବା 

ଖବର କଲି ମୁଁ ପାଇଛି 

ଛୋଟ ଘରେ ମୁଁ 

ବତା ବାଉଁଶ ଯୋଡୁଛି


ନାୟିକା ଦୁଆରେ ମୋର 

ଛିଡା ହୋଇଛି 

ବଧୂ ବେଶ ଧାରଣ କରିଛି 

ଶଙ୍ଖା, ସିନ୍ଦୁର ହାତରେ 

ଆଉ ମଥାରେ ନାଇଛି 

କିନ୍ତୁ ଘର କୁ ନ ଆସି 

ସେ ଫେରି ଜାସୁଛି

ତା ମାନେ ସେ ମତେ 

ଭୁଲିବାକୁ ଚାହୁଁଛି 

ଏ କଥା ମୋ ମନ 

ମତେ କହୁଛି


       


Rate this content
Log in

Similar oriya poem from Abstract