STORYMIRROR

SUDARSHAN GILI

Abstract

2  

SUDARSHAN GILI

Abstract

ନିରବତା

ନିରବତା

1 min
434

ନିରବତା ବେଳେ ବେଳେ 

ଅନେକ କଥା କହିବାକୁ ଚାହେଁ

ମନ ର ବୁକୁ ଭିତରେ 

ସେ କଥା କୁ ଚାପି ରଖି 

ମନ କୁ ଯନ୍ତ୍ରଣା ଦେଇଥାଏ 

ଆଉ ତିଳେ ତିଳେ 

ସର୍ଵଦା ମାରୁଥାଏ


ମଣିଷ ର ନିରବତା 

କାହୁଁ କେତେ କାଳୁ ରୁ ରହିଛି

ନିରବତା ଯେ 

ସଫଳତା ର ଚାବି କାଠି 

ତାହା ନୁହେଁ

ନିରବତା ବେଳେ ବେଳେ 

ମଣିଷ କୁ ଦୃନୀତି 

କରିବାକୁ ବାଧ୍ୟ କରେ


ଆଉ ନିରବତା 

ମୁଁ କାହା ପାଇଁ ରହିବି

ଯାହା ପାଇଁ ନିରବତା ରହୁଥିଲି 

ସେ ତ? ମୋ ମନର ବେଦନା କୁ 

ଜାଣି ପାରିଲା ନାହିଁ

ନିରବତା ମୋ ପାଇଁ 

ଆଜି ଭାରି ପଡିଛି

ନୀରବତା ଓ ନିରବତା 

ମୋ ହୁଦୟ କୁ ଯନ୍ତ୍ରଣା ଦଉଛି

ନିରବତା ରୁ ବଞ୍ଚିବା ପାଇଁ 

କାହା ପାଖେ ଉପାୟ ଅଛିକି


           

          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract