STORYMIRROR

SUDARSHAN GILI

Others

3  

SUDARSHAN GILI

Others

ଜନ ଶୂନ୍ୟ ପୁରୀ

ଜନ ଶୂନ୍ୟ ପୁରୀ

1 min
12K



କି ବେଳା ଆସିଛି 

ଭାରତବାସୀ ଆଜି କାନ୍ଦୁଛି l

ଚିନି ବାସିନ୍ଦା କରୋନା ରୋଗ ସୃଷ୍ଟି କରିଛି 

ନିଜ ରୋଗ କୁ ଦୀର୍ଘ ଦିନ ନିଜ 

ଦେଶ ରେ ଲୁଚେଇ ରଖିଛି 

ଯାହାଫଳରେ ଆଜି ସବୁ ଦେଶ କାନ୍ଦୁଛି l

ଚିନି ବାସିନ୍ଦା ହସୁଛି 

ଓଡିଶା ବାସିନ୍ଦାଙ୍କ 

ଅଦିନିଆ ନିଦ ହଜିଛି l


ପୁରୀ ଆଜି 

ଖାଁ ଖାଁ ଲାଗୁଛି l

ଜଗନ୍ନାଥ ମନ୍ଦିର 

ଆଜି ଜନ ଶୂନ୍ୟ ହୋଇଛି l

ଅଭଡ଼ା ହାଟରେ ତାଲା ଝୁଲୁଛି 

ସକାଳ ସଞ୍ଜରେ 

ନନା ପକ୍ଷୀଙ୍କ ରାବ ସୁଗୁଛି l


ଜାଗା ଆଜି 

ମନ୍ଦିରେ ଏକା ବସିଛି l

ପଣ୍ଡାଏ ପହରକୁ ପହର 

ଜଗନ୍ନାଥଙ୍କ ପାଖରେ ନିତି କରୁଛି 

ଭକ୍ତ ର ଅପେକ୍ଷା 

ଜାଗା ଆଜି ଦିନ କାଟୁଛି l


     


Rate this content
Log in