Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anirudha Kund

Romance Classics

3  

Anirudha Kund

Romance Classics

ପ୍ରେମ ହେଇଗଲା ପକା

ପ୍ରେମ ହେଇଗଲା ପକା

1 min
224



ମୁହଁ ସଞ୍ଜ ବେଳେ 

  ଯମୁନାର କୁଳେ

   କାହ୍ନା ସହ ମୋର ଦେଖା

ତା ବାଙ୍କ ଚାହାଣି 

 ମନ ନେଲା କିଣି

   ପ୍ରେମ ହେଇଗଲା ପକା ॥୦॥


ସରମରେ ସଖି 

 ନରମିଲା ଆଖି

   କହୁଛି ମରମ କଥା

ବିରହରେ ଜଳେ

 ବିରହିନୀ ମୁହିଁ

  ହୃଦେ ଭରା ମୋର ବ୍ୟଥା

ରହି ପାରୁ ନାହିଁ 

  ସହି ପାରୁ ନାହିଁ

    କି କହିବି ଲୋ ବିଶାଖା ॥୧॥


କଣେଇ କଣେଇ

କହ୍ନେଇ ଅନେଇ

  ଭାଙ୍ଗିଦେଲା ମୋର ଦମ୍ଭ

ଯମୁନା କୁଳକୁ

 କେମିତି ଲୋ ଯିବି

 କାଖରେ କାଖେଇ କୁମ୍ଭ 

ସେ କାଳିଆ ଟୋକା

 କାଳେ ଦେବ ଧୋକା

  ଡର ଲାଗେ ବିହି ଲେଖା ॥୩॥


Rate this content
Log in

Similar oriya poem from Romance