Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anirudha Kund

Classics

4  

Anirudha Kund

Classics

ବଡ଼ଦାଣ୍ଡେ ଭିଡ଼ ଭାରି

ବଡ଼ଦାଣ୍ଡେ ଭିଡ଼ ଭାରି

1 min
317



ମାରିଦେଲେ ଥାଳି ଉଡିଚାଲି ଯିବ 

  ବଡ଼ଦାଣ୍ଡେ ଭିଡ଼ ଭାରି

ବରଷକେ ଥରେ ବଡ଼ଦାଣ୍ଡ ଠାରେ 

   ଭକତ ମେଳେ ଶ୍ରୀହରି ॥୦॥


ଦେବରାଜ ଇନ୍ଦ୍ର ସେବାରେ ତତ୍ପର 

   ପକାଇ ବରଷା ବାରି 

ଆରତୀ କରନ୍ତି ଦେବା ଦେବୀ ଗଣ 

   ଜାଗା ନାମ ତୁଣ୍ଡେ ଧରି 

ପୁଣ୍ୟ ନୀଳାଚଳ ଭକତ ଗହଳ 

  ହୁରି ପଡେ ହରି ହରି ॥୨॥


ଟାହିଆ ଲଗାଇ ପାହୁଣ୍ଡ ପକାଇ

  ଶିରି ମନ୍ଦିରୁ ବାହାରି 

ଅପରୂପ ରୂପ ବଇଆ କରୁଛି 

 ହୃଦ ହୋଇଯାଏ ଚୋରି

ଭାବର ଠାକୁର ଭାବ ଲଗାଉଛି 

  ପକାଇ ଭାବର ଡୋରି॥୩॥


Rate this content
Log in

Similar oriya poem from Classics