STORYMIRROR

Amitav Sahu

Romance

2  

Amitav Sahu

Romance

ପ୍ରେମ- ୧୪

ପ୍ରେମ- ୧୪

1 min
71

କେହି ଜଣେ କହୁଥିଲେ

ମଣିଷକୁ ପ୍ରେମ ହେଲେ

ମଣିଷ, ମଣିଷ ହେଇ ରୁହେନା

ଗୋଟାପଣେ ପାଲଟିଯାଏ ଦେବତା

ସେଇ ଦେବତା

ଯୋଉ ଦେବତାରୁ

ସତ୍ୟ ଦୟା କ୍ଷମା ତ୍ୟାଗ

ପବିତ୍ରତାର ଅମୃତ ବିନ୍ଦୁ

ଝରିପଡେ ମାଟିରେ

ସେଇ ମାଟି ଯୋଉ ମାଟିରୁ

ପୁଣି ଗଜୁରି ଉଠେ ମଣିଷଦେବତା

ଏବେ ଆପେ ବୁଝିନିଅ

ପ୍ରେମ ଅର୍ଥ ଆଉ ଲେଖୁନାହିଁ

ମୋ କବିତା ଭିତରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance