STORYMIRROR

Liza Senapati

Romance Tragedy

3  

Liza Senapati

Romance Tragedy

ପରଦେଶି

ପରଦେଶି

1 min
49

ପରଦେଶି ଚଢେଇ 

ଆଶା ଦେଇ ଗଲୁ ଚାଲି।

ଜାଳୁଚି ଦିପାଳି କା ପାଇଁ ,

ମୋ ଘର ଅଦ୍ଧାର କରି

ମୋ ଉଠରେ ହସ ନେଇ ତୁ,

କାହାର ପ୍ରେମେ ପାଗଳ ହେଇ,

ମୁହଁ ଅଦ୍ଧାର ଦିଶୁନି ଛବି,

ଅଦ୍ଧାରେ ଦେଲୁତୁ ଛାଡି।,

କେମିତି ଚାଲିବି ଜୀବନ ବାଟ ମୁଁ,

ଏକା ଏକା ମୁଁ ବାଟୋଇ,

ଦିଗହରା ବାଟୋଇ ମୁଁ,

ବାଟ ମତେ ଅଜଣା,

କିଏ ବା ବୁଝିବ ମୋ ଯନ୍ତ୍ରଣା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Liza Senapati

କିଛି

କିଛି

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ବନ୍ଧନ

ବନ୍ଧନ

1 min ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

ଯାଦୁ

ଯାଦୁ

1 min ପଢ଼ନ୍ତୁ

ହିରୋ

ହିରୋ

1 min ପଢ଼ନ୍ତୁ

ମୋ ଦେଶ

ମୋ ଦେଶ

1 min ପଢ଼ନ୍ତୁ

Similar oriya poem from Romance