STORYMIRROR

arun sahoo

Romance Tragedy

3  

arun sahoo

Romance Tragedy

ପିଜୁଳି ଫୁଲ

ପିଜୁଳି ଫୁଲ

1 min
130


ମଧୁର ହରସ ମଧୁର ପରସ

ସତରେ ଭାରି ମନୋହର

କିଏ ଅବା ଭରିଛି ରାଗିଣୀ 

ବଗିଚାରେ ଫୁଟି ବାଣ୍ଟୁଛି ମମତା

ସେ ପିଜୁଳି ଫୁଲଟି ବାସନା ।।।।

 

ଶୀତ ସକାଳର କାକର ବିନ୍ଦୁରେ

ଭିଜା ସିତା ଜୀବନରେ

ଜଗତର ହିତ କଲ୍ୟାଣ ନିମିତ୍ତ

ସଦା ସର୍ବଦା ବ୍ୟାକୁଳ 

ବଗିଚାରେ ଫୁଟି ହରସ ବାଣ୍ଟୁଛି

ପିଜୁଳି ଫୁଲର ବାସନା ।।।।

 

ସତେଅବା କିଏ ଭରିଛି ମରିଚି

ମରିଚିରେ ଫିକା ଫିକା ମୋତି

ଉଜାଡି ପଡ଼ିଛି ଶିତେଇ ସକାଳେ

କାହିଁ ଲାଗୁନି ଝରିସେ ଝରୁଥାଏ ମୋତି

ଶୀତ ସକାଳର କାକରେ ଝୁରେ

ପିଜୁଳି ଫୁଲର ମହକରେ ମହକୁଥାଏ।।


Rate this content
Log in

Similar oriya poem from Romance