STORYMIRROR

arun sahoo

Romance Inspirational

3  

arun sahoo

Romance Inspirational

ଶୀତ ଆସିଛି

ଶୀତ ଆସିଛି

1 min
142

ଦେଖିଲ ଦେଖିଲ ମୋ ଶୀତ ଆସିଛି ଫେରି

ମୁରୁଜ ବିନ୍ଦୁ ବିନ୍ଦୁ କାକର ଭିଜାର ସକାଳେ 

ଧଳା ଚଦରର ଓଢ଼ଣୀ ଟାଣି

ଧରଣୀ ରାଣୀକୁ ଘୋଡ଼ାଏ ସତେ ଶୀତର ରାଣୀ ।।।।


ଲୁଚି ଲୁଚି ଛପି ଛପି ଶୀତ ଆସିଛି ପୁଣି ଥରେ

ନିଝୁମ ରାତିର ଆଢୁଆଳରେ ଶୀତ ଆସିଛି

 ହଜିଯିବାକୁ ପ୍ରକୃତିର ଶୋଭା ହୃଦୟରେ

ପ୍ରେମିକାର ଆଲିଙ୍ଗନ ଫାଶରେ 

ଶୀତ ଆସିଛି ଫେରି ପୁଣି ଥରେ ।।।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance