Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prahallad Sahoo

Classics Fantasy Inspirational

4.0  

Prahallad Sahoo

Classics Fantasy Inspirational

ଫଗୁ ଖେଳନ୍ତି ଗୋପୀନାଥ

ଫଗୁ ଖେଳନ୍ତି ଗୋପୀନାଥ

1 min
192



ଫଗୁ ଦଶମୀ ରୁ ଦୋଳ ପୂର୍ଣ୍ଣିମା ପର୍ଯ୍ୟନ୍ତ 

ପ୍ରୀତିରଙ୍ଗେ ହୋଲି ଖେଳନ୍ତି ହୋଇ ଆନନ୍ଦ

ଗୋପବାଳା ସଙ୍ଗେ ଗୋପୀନାଥ ।


ପଲ୍ଲବ କୋଳରେ ଦୁର୍ଲ୍ଲଭ ଦୋଳିରେ ବିଭୁ 

କେଳିକୁଞ୍ଜେ ରାଧା ମାଧବ ରାସଯେ ସେହୁ

କରିଥାନ୍ତି ଗୋପୀନାଥ ପ୍ରଭୁ ।


ବଡ ମାୟାବୀ ସେ କୃର ହୋଲିକା ରାକ୍ଷସୀ 

ପ୍ରହ୍ଲାଦ ବଦ୍ଧ ଲାଗି ଅଗ୍ନି ରେ ଗଲା ବସି 

ଗୋପୀନାଥ ନାସେ ଚକ୍ର ପେଶି ।


କପଟୀ ହୋଲିକା ଦହନେ ପାଳନ୍ତି ହୋଲି

ହରି ହର ଦଖା ଦିଅନ୍ତି ନଗରେ ବୁଲି

ଗୋପୀନାଥେ ଖୁସି କରତାଳି ।


ଆତ୍ମା ପରମାତ୍ମା ଯୁଗଳ ପ୍ରତିମା ଶ୍ରେଷ୍ଠ 

ବସନ୍ତ ପରଶେ ମନଲୋଭା ସୁଶୋଭିତ 

ଫଗୁରଙ୍ଗେ ଶୋଭା ଗୋପୀନାଥ ।


ଫଗୁଣ ର ଫଗୁ ଖେଳ ସର୍ବ ବିମୋହିତ 

ରାଗ ରୋଷା ଭୁଲି ହୁଅ ସର୍ବ ଜନ ହିତ 

ଦିଅନ୍ତୁ ଆଶିଷ ଗୋପୀନାଥ ।




Rate this content
Log in

Similar oriya poem from Classics