Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PRASANTA KUMAR MAHAPATRA

Romance

3  

PRASANTA KUMAR MAHAPATRA

Romance

ପଦଟିଏ ତୋ ନାଁରେ ପ୍ରିୟା -୨୫

ପଦଟିଏ ତୋ ନାଁରେ ପ୍ରିୟା -୨୫

1 min
15


କଣ ଦେଖି ଝିଅ ମାନେ

ଭଲ ପାଆନ୍ତି ଯେ ?

ଝିଅ ମାନେ କଣ

ସୁନ୍ଦର ପୁରୁଷ ଚାହାନ୍ତି ?

ନା ବୀରତ୍ଵ ଓ ଶୌର୍ଯ୍ୟରେ

ଦୀପ୍ତିମାନ ବଳିଷ୍ଠ ଯୁବକ ?

କଣ ପ୍ରେମିକ ହୃଦୟଟିଏ

ଝିଅର ମନକୁ କିଣି ନେଇ ପାରେ ?

ନା କାମର ବାସନା ?

ସମ୍ପଦ ହିଁ ପ୍ରେମ ନା ପ୍ରେମ ହିଁ ସମ୍ପଦ ?

ପ୍ରଥମ ଦେଖାରେ କଣ

ଅନ୍ତରର ସବୁ କଥା ଜାଣି ହୋଇଯାଏ ?

ତେବେ ପ୍ରଥମ ଦେଖାରେ କଣ

ସେମାନେ ପ୍ରେମ କରନ୍ତିନି ?

ଓଃ .. ଏ ଝିଅ , ପ୍ରେମ

ପ୍ରେମ , ଝିଅ .. ..

ବୁଝିବା ଭାରି କଷ୍ଟ ।

ତୁମେ ହିଁ ଦେଇ ପାରିବ ପ୍ରିୟା

ଏହାର ଉତ୍ତର ।


Rate this content
Log in

Similar oriya poem from Romance